You are currently viewing ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା : ପ୍ରାଣ ହରାଇଲେ ୧୮ଜଣ ଯାତ୍ରୀ, ୧୯ଗୁରୁତର ଆହତ

ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା : ପ୍ରାଣ ହରାଇଲେ ୧୮ଜଣ ଯାତ୍ରୀ, ୧୯ଗୁରୁତର ଆହତ

ଏଏନଏସ : ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଆଜି ସକାଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କର ସହିତ ଏକ ଯାତ୍ରାବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୮ଜଣଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଜଣ ଗୁରୁତର ଆହତ ହୋଇଛନ୍ତି । ବିହାରର ମୋତିହାରୀରୁ ଦିଲ୍ଲୀ ଅଭିମୁଖେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କରକୁ ଉଭରଟେକ କରିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ରାଶି ଘୋଷଣା କରିଛନ୍ତି । ଏବଂ ଆହତ ମାନଙ୍କୁ ୫୦ହଜାର ଟଙ୍କା  ।

ଅନ୍ୟମାନଙ୍କୁ ଜଣାନ୍ତୁ।