ଚଣ୍ଡିଗଡ (୧୦.୧୦.୨୨) : କୋଠା ଭୁଶୁଡି ୨ ଜଣଙ୍କ ମୃତ୍ୟୁ । ପଞ୍ଜାବ ମୋହାଲିରେ ଘଟିଛଇ ଏଭଳି ଅଘଟଣ । ଏୟାରପୋର୍ଟ ରୋଡର ଏକ ଶୋରୁମର କୋଠା ନିର୍ମଣ ବେଳେ ଭୁଶୁଡି ପଡିଛି । ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁସାରେ ଏହି ଘଟଣା ରବିବାର ରାତିରେ ହୋଇଛି । ଭଗ୍ନାବଶେଷ ତଳେ ୮ ଜଣ ଶ୍ରମିକ ଫସିଥିବା ଜଣା ପଡିଛି । ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଛି । କେଉଁ ପରିସ୍ଥିତିରେ ଏହି କୋଠା ଭୁଶୁଡିଲା ସେନେଇ ଏକ ପ୍ରାଥକମି ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ