You are currently viewing ଦେଶରେ ଗତ ୨୪ ଘଣ୍ଟାରେ ୨୨ ହଜାର ୨୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୨୨ ହଜାର ୨୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୨୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ ୨୫୧ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩କୁ ବୃଦ୍ଧି ପାଇଛି । ମୋଟ ସଂକ୍ରମଣ ୧ କୋଟି ୧ ଲକ୍ଷ ୬୯ ହଜାର ୧୧୮ ।

ଦେଶରେ ମୋଟ୍‌ ଆକ୍ଟିଭ୍ କେସ୍- ୨ ଲକ୍ଷ ୮୧ ହଜାର ୬୬୭ । ଦେଶରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୯୭ ଲକ୍ଷ ୪୦ ହଜାର ୧୦୮ କରୋନା ଆକ୍ରାନ୍ତ |ଯାହା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ |

ଅନ୍ୟମାନଙ୍କୁ ଜଣାନ୍ତୁ।