ନୂଆଦିଲ୍ଲୀ, ଫ୍ରାନ୍ସରୁ ଭାରତକୁ ଆସିଲା ଆଉ ୩ ଟି ରାଫେଲ ବିମାନ । ସୂଚନା ଅନୁସାରେ, ବୁଧବାର ରାତିରେ ଗୁଜରାଟଠାରେ ଏହି ୩ଟି ରାଫେଲ ବିମାନ ଆସି ପହଞ୍ଚିଛି । ଏହାକୁ ମିଶାଇ ଦେଶରେ ରାଫେଲ ଯୁଦ୍ଧ ବିମାନ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି ।ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଫ୍ରାନ୍ସଠୁ ମୋଟ ୩୬ଟି ରାଫେଲ ବିମାନ କିଣିବାକୁ ଚୁକ୍ତି ହୋଇଛି । ଫ୍ରାନ୍ସରେ ୨୧ଟି ବିମାନ ଭାରତକୁ ହସ୍ତାନ୍ତରିତ ହୋଇସାରିଛି । ସେଥିମଧ୍ୟରୁ ଭାରତୀୟ ବାୟୁ ସେନା ୧୪ଟି ରାଫେଲ ଯୁଦ୍ଧ ବିମାନକୁ ଦେଶକୁ ଆଣିଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST