ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୩ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ (୫.୧୦.୨୨) : ଗ୍ୟାସ ସିଲିଣ୍ଡର ବିସ୍ପୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗଜିଆବାଦରେ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ତେବେ ଘର ଭିତରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲ ପଠାଯାଇଛି।  ଆଜି ସକାଳ ୧୦ଟାରେ ଏହି ଅଭାବନୀୟ ଘଟଣା ଘଟିଛି।  ଗତ ସୋମବାର ଲକ୍ଷ୍ନୌରେ ସମାନ ପ୍ରକାର ଅଘଟଣ ଘଟିଥିଲା। ଏଠାକରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ୩୦ ବର୍ଷୀୟ ଯୁବକଙ୍କୁ ମୃତ୍ୟୁ ଘଟିଥିଲା। ଏହା ପରେ ଆଜି ଏହି ଦୁଃଖଦ ଖବର ଆସିଛି।

Leave A Reply

Your email address will not be published.