ପାର୍ବଣଋତୁରେ ବିଭିନ୍ନ ରାଜ୍ୟକୁ ଯାତାୟତ କରିବ ୩୯୨ଟି ଟ୍ରେନ

ନୂଆଦିଲ୍ଲୀ, ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପାର୍ବଣ ସମୟରେ ୩୯୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ବିଭାଗ ସୂଚନା ଦେଇଛି  । ଦୁର୍ଗାପୁଜା, ଦିପାବଳୀ ଏବଂ ଛଟ୍ ପର୍ବକୁ ଦୃଷ୍ଟିରେ ରଖି ରେଳବାଇ ମଙ୍ଗଳବାର ଦିନ ଘୋଷଣା କରିଛି  । ଏହି ଟ୍ରେନଗୁଡିକ କୋଲକାତା, ପାଟନା, ବାରାଣାସୀ, ଲକ୍ଷ୍ନୌ ଭଳି ସହର ପାଇଁ ଚଳାଚଳ କରିବ  ।

Leave A Reply

Your email address will not be published.