ନୂଆଦିଲ୍ଲୀ, ଅଲିମ୍ପିକ୍ସରେ ସାମିଲ୍ ହେଲା ଆଉ ୪ କ୍ରୀଡ଼ା । ବ୍ରେକ୍ ଡ୍ୟାନ୍ସକୁ ଅଲିମ୍ପିକ୍ସ କ୍ରୀଡ଼ାର ମାନ୍ୟତା ମିଳିଛି । ୨୦୨୪ ମସିହାରେ ପ୍ୟାରିସ୍ରେ ହେବାକୁ ଥିବା ଅଲିମ୍ପିକ୍ସ କ୍ରୀଡ଼ାରେ ‘ବ୍ରେକ୍ ଡ୍ୟାନ୍ସ’ ସାମିଲ୍ ହୋଇଛି । ‘ବ୍ରେକ୍ ଡ୍ୟାନ୍ସ’ ବ୍ୟତୀତ କମିଟି ସ୍କେଟ୍ ବୋର୍ଡିଂ, ସ୍ପୋର୍ଟସ୍ କ୍ଲାଇମ୍ବିଂ ଓ ସର୍ଫିଂ ମଧ୍ୟ ସ୍ୱୀକୃତି ପାଇଛି । ଆସନ୍ତା ବର୍ଷ ଜୁଲାଇ ୨୩ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ଗେମ୍ସରେ ଏହି ତିନୋଟି କ୍ରୀଡ଼ାକୁ ସାମିଲ୍ କରାଯାଇଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ