You are currently viewing ହସ୍ପିଟାଲରେ ବିସ୍ଫୋରଣ; ଜଳିଗଲେ 82 କରୋନା ରୋଗୀ

ହସ୍ପିଟାଲରେ ବିସ୍ଫୋରଣ; ଜଳିଗଲେ 82 କରୋନା ରୋଗୀ

ବାଗଦାଦ-25.04.2021,ବାଗଦାଦ ଜୀଅନ୍ତା ଜଳିଗଲେ 82 କରୋନା ରୋଗୀ ।ବାଗଦାଦର ଏକ ହସ୍ପିଟାଲରେ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ 82 କୋଭିଡ ରୋଗୀ ଜଳିଯାଇଛନ୍ତି । ଗୁରତର ରୋଗୀଙ୍କୁ ଅନ୍ୟ ଯାଗାକୁ ସ୍ଥାନାନ୍ତର କରାଯାଇଛି।ମୃତକଙ୍କ ସଂଖ୍ୟା ଅଧିକ ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।