ଏଥର ୪୫ ବର୍ଷରୁ ଅଧିକଙ୍କ ପାଳି

ନୂଆଦିଲ୍ଲୀ, ଉତ୍କଳ ଦିବସ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଜନସାଧାରଣଙ୍କୁ କରୋନା ଟିକା ଉପଲବ୍ଧ ହେବ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଗରୁ ବହୁବିଧ ରୋଗରେ ପୀଡିତ ଥବବା କିମ୍ବା ୬୦ବର୍ଷରୁ ଉଦ୍ଧ୍ୱ ନାଗରିକଙ୍କୁ କୋଭିଡ ଟିକା ଦିଆଯାଉଥିଲା ।

Leave A Reply

Your email address will not be published.