ଆଫଗାନିସ୍ଥାନ ପରେ ଥରିଲା ନେପାଳ

ଏଏନଏସ ବ୍ୟୁରୋ୨୩/୦୬, ଆଜି ସକାଳୁ ନେପାଳରେ ବନୁଭୂତହୋଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୩ ଥିବା ଜଣାପଡିଛି । କାଠମାଣ୍ଡୁଠାରୁ ୧୬୧ କିଲୋମିଟର ଦୂରରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ । ତେବେ କୌଣସି କ୍ଷୟକ୍ଷତି ହୋଇଥିôବାର କୌଣସି ସୂଚନା ମିଳି ନାହିଁ । ବୁଧବାର ଆପଗାନିସ୍ଥାନରେ ଭକମ୍ପ ଅନୁଭୂତ ହୋଇଥିଲା ବେଳେ ଆଜି ନେପାଳରେ ଅନୁଭୂତହୋଇଛି । ଆଫଗାନିସ୍ଥାନର ଭୂକମ୍ପର ତୀବ୍ରତା ଅଧିକ ଥିବା ହେତୁ ଏଠାରେ ବହୁତ କ୍ଷୟକ୍ଷତିି ହୋଇଥିଲା । ସରକାରୀ ଆକଳନ ଅନୁଯାୟୀ ଏଥିରେ ପ୍ରାୟ ୧୫୦୦ଲୋକ ଆହାତ ହୋଇଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.