ଏୟାରଟେଲ ଦୀର୍ଘ ଚାରି ବର୍ଷ ପରେ ରିଲିଏନ୍ସ ଜିଓକୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି । ଏନେଇ ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି । ଚଳିତ ସେପ୍ଟେମ୍ବର ମାସରେ ଏୟାରଟେଲ ଗ୍ରାହକଙ୍କ ସଂଖ୍ୟା ଜିଓ ଗ୍ରାହକଙ୍କଠାରୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଏୟାରଟେଲ ସେପ୍ଟେମ୍ବର ୨୦୨୦ ରେ ୩୭.୭ ଲକ୍ଷ ଏବଂ ରିଲାଏନ୍ସ ଜିଓ ୧୪.୬ ଲକ୍ଷ ଗ୍ରାହକଙ୍କୁ ନିଜ ସହ ସଂଯୋଗ କରିଛି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା