You are currently viewing ଆମେରିକାର ହିଂସା: ଏଥିପାଇଁ ଦାୟୀ ଟ୍ରମ୍ପ କହିଲେ ଓବାମା

ଆମେରିକାର ହିଂସା: ଏଥିପାଇଁ ଦାୟୀ ଟ୍ରମ୍ପ କହିଲେ ଓବାମା

ନୂଆଦିଲ୍ଲୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବୁଧବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକାନ ଆଇନଜୀବୀଙ୍କୁ ଆମେରିକା କଂଗ୍ରେସ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ସେ ଏହି ଘଟଣାକୁ ଦେଶ ପାଇଁ ଅପମାନ ଏବଂ ଲଜ୍ଜାଜନକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ‘ଯଦି ଆମେ ଏହା ହଠାତ୍ ଏକ ଘଟଣା, କହିବା ତେବେ ଆମେ ନିଜକୁ ଥଟ୍ଟା କରୁଚେ ବୋଲି ଭାବିବା ଉଚିତ୍‌ । ସେ କହିଛନ୍ତି ଯେ, ଆଇନଗତ ନିର୍ବାଚନ ବିଷୟରେ ଭିତ୍ତିହୀନ ମିଥ୍ୟା ପ୍ରଚାର କରୁଥିବା ଟ୍ରମ୍ପଙ୍କ ଦ୍ୱାରା ଏହି ହିଂସା ସୃଷ୍ଟି ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।