ନୂଆଦିଲ୍ଲୀ (27.4.23):ଦେଶରେ ଥିବା କିଛି ହାତଗଣତି ଶିଳ୍ପପତିଙ୍କ ମଧ୍ୟରେ ଅନୀଲ ଅମ୍ବାନୀ ଅନ୍ୟତମ । ଗୋଟିଏ ସମୟରେ ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରିଲିଆନ୍ସ ଗ୍ରୁପ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏବେ କିନ୍ତୁ ଅନୀଲ ଅମ୍ବାନୀ କରଜରେ ବୁଡି ଦେବାଳିଆ ହୋଇଯିବାକୁ ବସିଲେଣି । ଏହି କ୍ରମରେ ସବୁଠାରୁ ଅଧିକ ଋଣଭାରରେ ଥିବା ରିଲିଆନ୍ସ ଗ୍ରୁପର ରିଲିଆନ୍ସ କ୍ୟାପିଟାଲ ନିଲାମ ହୋଇଯାଇଛି । ଏକ ରିପୋର୍ଟରେ ଦାବି କରାଯାଇଛି କି, ଏହି କମ୍ପାନୀକୁ ଏବେ ହିନ୍ଦୁଜା ଗ୍ରୁପ କିଣି ନେଇଛି । ଦ୍ୱିତୀୟ ପର୍ଯ୍ୟାୟ ନିଲାମ ବେଳେ ହିନ୍ଦୁଜା ଗ୍ରୁପ ଏହାକୁ ୯୬୫୦ କୋଟି ଟଙ୍କାରେ କିଣିଥିବା କଥା କୁହାଯାଉଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ