ନୂଆଦିଲ୍ଲୀ (୧୭.୩.୨୩) : ଅଗ୍ନ୍ନିବୀରଙ୍କୁ କେନ୍ଦ୍ରର ଆଉ ଏକ ଉପହାର । କେନ୍ଦ୍ର ଗୃହମନ୍ତ୍ରଣାଳୟ , କେନ୍ଦ୍ର ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ୍)ରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ଏହାର ସପ୍ତାହକ ପୂର୍ବରୁ ସୀମା ସୁରକ୍ଷା ବଳରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲା କେନ୍ଦ୍ର । ଅଗ୍ନିବୀରଙ୍କୁ ସଂରକ୍ଷଣ ସହ ସିଆଇଏସଏଫରେ ନିଯୁକ୍ତି ସମୟରେ ବୟସ ସୀମା ମଧ୍ୟ କୋହଳ କରାଯିବ । ଅବଶ୍ୟ ବୟସ ସୀମା ଧାର୍ଯ୍ୟ କରିବା ଅଗ୍ନିବୀରଙ୍କ ବ୍ୟାଚ୍ ଉପରେ ନିର୍ଭର କରିବ । ପୂର୍ବ ବ୍ୟାଚ୍ ଓ ପର ବ୍ୟାଚ୍ ପାଇଁ ବୟସ ସୀମା ଅଲଗା ଅଲଗା ରହିବ । ପ୍ରଥମ ବ୍ୟାଚ୍ ପାଇଁ ୫ ବର୍ଷ ବୟସ ସମୀା କୋହଳ କରାଯିବା ସହ ପରବର୍ତ୍ତୀ ବ୍ୟାଚ୍ ପାଇଁ ୩ ବର୍ଷ ବୟସୀମା କୋହଳ କରାଯିବ ବୋଲି ଘୋଷଣା ହୋଇଛି ।
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର