ବିହାର ବିଧାନସଭା ନିର୍ବାଚନ; ମହାମେଣ୍ଟଠାରୁ ଏନଡିଏ ଆଗୁଆ

ବିହାର, ବିହାର ବିଧାନସଭାର ୨୪୩ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମତ ଗଣନା କେନ୍ଦ୍ର ହୋଇଥିବାବେଳେ, ବେସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ ଦିନ ୧୧.୩୦ ସୁଧା ଏନଡିଏ ୧୨୮ଟି ଆସନରେ ଆଗୁଆ ଥିଲାବେଳେ, ତେଜସ୍ୱୀ ଯାଦବଙ୍କ ନେତୃତ୍ତ୍ୱାଧିନ ମହାମେଣ୍ଟ ୧୦୪ଟି ଆସନରେ ଆଗୁଆ ଅଛନ୍ତି । ସେହିପରି ଏଲଜେପି ୫ଟି ଆସନରେ ଆଗୁଆ ଥିବାବେଳେ, ସ୍ୱାଧିନ ଓ ଅନ୍ୟାନ୍ୟ ୬ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.