ସହାୟତାର ହାତ ବଢ଼ାଇଲା ଇଂଲଣ୍ଡ

ଭୁବନେଶ୍ୱର, ଉତ୍ତରାଖଣ୍ଡରେ ଦେଖାଦେଇଥିବା ପ୍ରକୃତିର ତାଣ୍ଡବ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଭାରତକୁ ସାହାର୍ଯ୍ୟ କରିବା ଲାଗି ସହାୟତାର ହାତ ବଢ଼ାଇଛନ୍ତି ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଟ୍ୱିଟ କରି ଜନସନ୍ ଜଣାଇଛନ୍ତି ଯେ, ଦେବଭୂମିରେ ପ୍ରଳୟଙ୍କାରୀ ବନ୍ୟାଜନିତ ଅଘଟଣରେ ଭାରତକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଇଂଲଣ୍ଡ ପ୍ରସ୍ତୁତ ।

Leave A Reply

Your email address will not be published.