24 ଘଣ୍ଟାରେ କୋରୋନା ନେଲା 78 ଜଣଙ୍କ ଜୀବନ

ନୂଆଦିଲ୍ଲୀ, ଦେଶରେ ଦିନକରେ 12 ହଜାର 59 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 8 ଲକ୍ଷ 26 ହଜାର 363 କୁ ବୃଦ୍ଧି ପାଇଛି | ଦେଶରେ 24 ଘଣ୍ଟାରେ କୋରୋନା ନେଲା 78 ଜଣଙ୍କ ଜୀବନ | ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 54 ହଜାର 996 କୁ ବୃଦ୍ଧି ପାଇଛି | ଦେଶରେ ମୋଟ ଆକ୍ଟିଭ କେସ୍-1,48,766, ସୁସ୍ଥ ସଂଖ୍ୟା -1,05,22,601 | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି |

Leave A Reply

Your email address will not be published.