ନୂଆଦିଲ୍ଲୀ, ଜରୁରୀକାଳୀନ ସ୍ଥିତିରେ ସ୍କୁଲରେ ବୃତ୍ତିଗତ ସ୍ୱାସ୍ଥ୍ୟ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ କିଭଳି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜକୁ ଫାଷ୍ଟ-ଏଡ୍ ପ୍ରକ୍ରିୟା ଅନ୍ତର୍ଗତ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ, ସେ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଫାଷ୍ଟ-ଏଡ୍ ମୋବାଇଲ ଆପ୍କୁ ବିକଶିତ କରାଯାଇଛି। ଏହି ଆପ୍କୁ ସମସ୍ତ ରାଜ୍ୟ ଶିକ୍ଷା ବିଭାଗର ୱେବସାଇଟ୍ରେ ଅପ୍ଲୋଡ୍ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟର ଶିକ୍ଷା ବିଭାଗର ପ୍ରମୁଖ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ