ଛତିଶଗଡ଼ (29.4.23):ଦାନ୍ତେୱାଡା ମାଓ ଆକ୍ରମଣ ଘଟଣାରେ ସାଂଘାତିକ ତଥ୍ୟ । ୨ ମାସ ପୂର୍ବରୁ ମାଟିତଳେ ବିସ୍ଫୋରକ ପୋତିଥିଲେ ନକ୍ସଲ । ଗଭୀର ମାଟିକଳେ ପୋତାଯାଇଥିଲା ଆଇଇଡି । ବିସ୍ଫୋରକ ସଂଯୋଗ କରୁଥିବା ତାର ଉପରେ ଘାସ ଉଠିଥିଲା । ଆଇଇଡିରୁ ଟ୍ରିଗର ଯାଏଁ ତାର ଦେଖାଯାଉନଥିଲା । ରାସ୍ତାର ତନଖି ବେଳେ ଜାଣାପଡିଥିଲା ବିସ୍ଫୋରକ । ୪୦ରୁ ୫୦ କେଜି ବିସ୍ଫୋରକ ପୋତାଯାଇଥିଲା । ବିସ୍ଫୋରକ ଖଞ୍ଜିବା ପୂର୍ବରୁ ରାସ୍ତା ମଧ୍ୟ ଖୋଳିନଥିଲେ । ସୁଡଙ୍ଗ ଖୋଳି ରାସ୍ତାର ଠିକ ତଳେ ଖଞ୍ଜିଥିଲେ ଆଇଇଡି । ଘଞ୍ଚ ଜଙ୍ଗଲର ୧୫୦ ମିଟର ଯାଏଁ ଲମ୍ବିଥିଲା ତାର । ଏନେଇ ସୂଚନା ଦେଲେ ବସ୍ତର ପୋଲିସ ଆଇଜି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ