ସିଙ୍ଗାପୁର, ବ୍ରିଟେନ, ବାହାରିନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସିଙ୍ଗାପୁରରେ ଗ୍ରୀନ ସିଗ୍ନାଲ ମିଳିଛି। ଡିସେମ୍ବର ଶେଷ ଭାଗରେ ଏହାର ପ୍ରଥମ ଡୋଜ୍ ଲୋକଙ୍କୁ ଦିଆଯିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ର ୩ୟ କ୍ୱାର୍ଟର ସୁଦ୍ଧା ଦେଶର ସମସ୍ତ ୫.୭ ମିଲିୟନ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ। ଏହାକୁ ଦେଶର ସମସ୍ତ ନାଗରିକ ଓ ସିଙ୍ଗାପୁରରେ ବସବାସ କରୁଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାଗେ ମାଗଣାରେ ପ୍ରଦାନ କରାଯିବ । କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯିବ ନାହିଁ । ଏହା ସ୍ୱେଚ୍ଛାକୃତ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ, ଅନ୍ୟ ଫ୍ରଣ୍ଟଲାଇନ ୱାର୍କର୍ସ ଓ ବୟସ୍କମାନଙ୍କର ଟିକା କରଣ କରାଯିବ ବୋଲି ସେ କହିଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ