ଟିକା ନେବା ପରେ କରୋନା ଆକ୍ରାନ୍ତ ହେଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ ଟିକାର ପରୀକ୍ଷାମୂଳକ ଡୋଜ ନେଇ କରୋନା ଆକ୍ରାନ୍ତ ହୋଇଛନ୍ତି ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି ।  ମୁଁ କରୋନା ଆକ୍ରାନ୍ତ ହୋଇଛି । ମୋତେ ଅମ୍ବାଲା କ୍ୟାଣ୍ଟମେଣ୍ଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଦେଶରେ ୮ଟି କରୋନା ଟିକା ପରେ ଉପରେ ପରୀକ୍ଷା ଚାଲିଛି । 

Leave A Reply

Your email address will not be published.