ଅହମଦାବାଦ (୮.୧୦.୨୨) : ପୁଣି ୩ଶହ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି । ତଟରକ୍ଷୀ ବାହିନୀ ଓ ଗୁଜୁରାଟ ଏଟିଏସ୍ ମିଳିତ ଭାବେ ଅପରେସନ କରି ଗୋଟିଏ ପାକିସ୍ତାନୀ ବୋଟକୁ କାବୁ କରିଥିଲେ । ଯାଞ୍ଚ ବେଳେ ବୋଟ ମଧ୍ୟରୁ ୫୦ କେଜି ଓଜନର ହେରୋଇନ୍ ଜବତ ହୋଇଛି। ଏହାର ବଜାର ମୂଲ୍ୟ ୩୬୦ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ କହିଛନ୍ତି। ଆରବିୟାନ ସମୁଦ୍ରରେ ଏହି ଘଟଣା ଘଟିଛି। ଜବତ ଡଙ୍ଗାର ନାଁ ଅଲ ସାକର। ଏଥିରେ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି। ସମସ୍ତଙ୍କୁ ଜାଖାଉ ପୋର୍ଟକୁ ଅଣାଯାଇ ଏବେ ପଚରାଉଚରା କରାଯାଉଛି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା