ନୂଆଦିଲ୍ଲୀ, କିଛି ମାସ ହେବ ଭାରତ ଓ ଚୀନ୍ ମଧ୍ୟରେ ବିବାଦୀୟ ଉତ୍ତେଜନା ବଢିବାରେ ଲାଗିଛି । ତେବେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକଟକ ସହ ୫୦ରୁ ଉର୍ଦ୍ଧ୍ବ ଚାଇନିଜ ଆପ ବ୍ୟାନ କରିଥିଲା ଭାରତ । ପୂର୍ବରୁ ଏହି ଆପଗୁଡିକୁ ଜୁନ ମାସରେ ଅସ୍ଥାୟୀ ଭାବେ ବ୍ୟାନ କରାଯାଇଥିବାବେଳେ ଏବେ ଏହି ଆପ ଗୁଡିକୁ ଭାରତରେ ସ୍ଥାୟୀ ଭାବେ ବ୍ୟାନ କରାଯାଇଛି । ଅର୍ଥାତ ଏଗୁଡିକ ଆଉ ଦେଶରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଗୁଗଲର ପ୍ଲେ ଷ୍ଟୋରରେ ମଧ୍ୟ ଏହି ଆପଗୁଡ଼ିକ ଉପଲବ୍ଧ ହେଉନାହିଁ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍