ନୂଆଦିଲ୍ଲୀ ୧୭/୦୩, କୋଭିଡ -୧୯ ଭଳି ଦେଶରେ ଇଏଫ୍ଲୁଏଞ୍ଜା-୧ ଭାଇରସର ସବ ଭ୍ୟାରିଆଣ୍ଟ ଏଚ୩ଏନ୨, ଏଚ୧ଏନ୧ ସଂକ୍ରମଣ ବଢିବାରେ ଲାଗିଛି । ଗତ ୧୦ ଦିନ ମଧ୍ୟରେ ଇନଫ୍ଲୁଏଞ୍ଜାରେ ଲକ୍ଷେ ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ସରକାରଙ୍କ ଚିନ୍ତାକୁ ବଢାଇଦେଇଛି । ସଂକ୍ରମଣ ବଢୁଥିବା ବିଭିନ୍ନ ରାଜ୍ୟରେ ସରକାର କଟକଣା ଲାଗୁ କରିଛନ୍ତି । ଏବେ ଦେଶରେ କୋଭିଡ ସଂକ୍ରମଣ ମଧ୍ୟ ପୁଣି ବଢିବାରେ ଲାଗିଛି । ଗତ ୧୦ ଦିନ ମଧ୍ୟରେ ୬୦ ପ୍ରତିଶତ କୋଭିଡ ସଂକ୍ରମଣ ବଢିଛି । ଗତ ମାର୍ଚ୍ଚ ୧ ତାରିଖରେ ଭାରତରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଏବେ ୬୦୦ ଟପିଗଲାଣି । ଯଦି ଏଭଳି ସଂକ୍ରମଣ ବଢେ ତେବେ କଟକଣା ଆହୁରି ବଢିବ ବୋଲି କୁହାଯାଉଛି । ଦେଶରେ କୋଭିଡ ସଂକ୍ରମଣ ବଢିବା ପଛରେ ରହିଛି କୋଭିଡର ନୂଆ ଭ୍ୟାରିଆଣ୍ଟ ‘ଏକ୍ସବିବି.୧.୧୬’ପ୍ରଜାତି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ