ନୂଆଦିଲ୍ଲୀ, ଇଂଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜେଇଇ ମେନ ପରୀକ୍ଷାରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ । ଏନଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ । ଏଣିକି ଅଧିକ ଭାରତୀୟ ଆଞ୍ଚଳିକ ଭାଷାରେ ଜେଇଇ ମେନ ପରୀକ୍ଷା ଆୟୋଜନ କରାଯିବ । ବିଦେଶରେ ‘ପିସା’ ପରୀକ୍ଷା ଏକାଧିକ ମାତୃଭାଷାରେ ଆୟୋଜନ କରାଯାଉଥିବା ବେଳେ ଏଥିରେ ସଫଳତା ହାର ଅଧିକ ରହୁଛି । ଏହାକୁ ନଜରରେ ରଖି ସେହି ଶୈଳୀରେ ଜେଇଇ ମେନ୍ ପରୀକ୍ଷା ଏକାଧିକ ମାତୃଭାଷାରେ ଅନୁଷ୍ଠିତ କରାଯିବ ବୋଲି ପୋଖରୀୱାଲ କହିଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ