You are currently viewing ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ: ସେଣ୍ଟ୍ରାଲ ହଲ୍ ସାମ୍ନାରେ ଚାଲିଛି ଫଟୋ ସେସନ୍

ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ: ସେଣ୍ଟ୍ରାଲ ହଲ୍ ସାମ୍ନାରେ ଚାଲିଛି ଫଟୋ ସେସନ୍

ଏଏନଏସ୍: ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ। ଏନେଇ ଫଟୋ ସେସନ ଚାଲିଛି । ଫଟୋ ସେସନ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଏକାଠି ହୋଇଛନ୍ତି। ତିନିଟି ଗ୍ରୁପରେ ଫଟୋ ସେସନ୍ କରାଯିବ। ପ୍ରଥମ ଫଟୋରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟ ରହିବେ। ଦ୍ୱିତୀୟ ଫଟୋରେ କେବଳ ରାଜ୍ୟସଭା ସଦସ୍ୟ ଏବଂ ତୃତୀୟ ଫଟୋରେ କେବଳ ଲୋକସଭା ସଦସ୍ୟ ରହିବେ। ସେଣ୍ଟ୍ରାଲ ହଲ୍ ସାମ୍ନାରେ ଏହି ଫଟୋ ସେସନ୍ କାର୍ୟ୍ୟକ୍ରମ ଚାଲିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।