ପାକିସ୍ତାନ ୦୨/୦୬ ,ଲିଜ୍ ବାବଦ ଅର୍ଥ ପୈଠ କରିନପାରିବାରୁ ପାକିସ୍ତାନର ବିମାନକୁ ନେଇଗଲା ମାଲେସିଆ । ସୁଚନାଯୋଗ୍ୟ ବିମାନ ଲିଜ୍ ବାବଦ ଅର୍ଥ ପାକିସ୍ତାନ ପୈଠ କରିନପାରିବାରୁ ୱାଲାମପୁର ବିମାନ ବନ୍ଦରରେ ପିଆଇଏର ବିମାନ ବୋଇଂ ୭୭୭ଜବତ କରାଯାଇଛି । ଏହି ବିମାନକୁ ପିଆଇଏ ଲିଜରେ ମାଲେସିଆରୁ ନେଇଥିଲା । ବିଏମ୍ଏଚ୍ ପଞ୍ଜିକରଣ ସଂଖ୍ୟାର ଏହି ବିମାନକୁ ୪୦ଲକ୍ଷ ଡଲାର ବକେୟା ପୈଠ କରାଯାଇନଥିବାରୁ ବିମାନ ବନ୍ଦରରେ ଏହି ଅଟକାଯାଇଥିଲା । ସ୍ଥାନୀୟ କୋର୍ଟଙ୍କ ଆଦେଶ ଅନୁସାରରେ ବିମାନ କମ୍ପାନୀ ପିଆଇଏ ବିମାନକୁ ଜବତ କରିଛି । ଏହା ପୂର୍ବରୁ ୨୦୨୧ ମସିହାରେ କ୍ୱାଲାମପୁର ବିମାନ ବନ୍ଦର ଅଧିକାରୀମାନେ ପିଆଇଏର ଏକ ବିମାନକୁ ଅନୁରୁପ ଭାବେ ଜବତ କରିଥିଲେ । ତେବେ ବକେୟା ପୈଠ ଲାଗି କୂଟନୈତିକ ଆଶ୍ୱସନା ମିଳିବାରୁ ବିମାନଟିକୁ ଛଡାଯାଇଥିଲା ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍