ନୂଆଦିଲ୍ଲୀ ୩୦/୦୬ , ମହାରାଷ୍ଟ୍ର ରେ ମହା ନାଟକ ର ଅବସାନ ହୋଇଛି ,ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକ ନାଥ ସିନ୍ଧେ ,ଉପମୁଖ୍ୟମନ୍ତ୍ରୀ ଭାବେ ବିଜେପି ଦଳର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାବିଷ ଶପଥ ନେଇଥିବାର ଜଣା ଯାଇଛି ।ଉଭୟ ନେତାଙ୍କୁ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଛନ୍ତି ମହାରାଷ୍ଟ୍ର ରାଜ୍ୟ ପାଳ ।ଦିର୍ଘଦିନ ର ରାଜନୈତିକ ହଟଚମଟ ପରେ ଏବେ ରାଜ୍ୟ ପାଇଛି ନୂଆ ମନ୍ତ୍ରୀମଣ୍ଡଳ ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା