ଆସନ୍ତା ୧୧କୁ ସ୍ଥଗିତ କୃଷି ଆଇନର ଆଗାମୀ ଶୁଣାଣୀ

ନୂଆଦିଲ୍ଲୀ, ଚାଷୀ ଆନ୍ଦୋଳନ ୪୨ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ବାହାରି ପାରିନାହିଁ । ଚାଷୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି । ତେବେ ଆସନ୍ତା ୧୧ରେ ସମସ୍ତ ଆବେଦନ ଉପରେ ଶୁଣାଣୀ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.