ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶା ବିଧାୟକ ଦଳ

ନୂଆଦିଲ୍ଲୀ ୦୩/୦୮, ନବନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାର ବାଚସ୍ପତିଙ୍କ ନେତୃତ୍ୱରେ ଯାଇଥିବା ୨୪ ଜଣିଆ ବିଧାୟକ ଦଳ । ସୁଚନା ଯୋଗ୍ୟଯେ ଓଡିଶା ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କୁୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନ ସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ତଦନୁଯାୟୀ ଗତକାଲି ଠାରୁ ଦିଲ୍ଲୀ ଯାଇଥିବା ବିଧାୟକ ମାନେ ଆଜି ରାଷ୍ଟ୍ରପତି ଭବନରେ ଶ୍ରୀମତି ମୁର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

four × 2 =