ନୂଆଦିଲ୍ଲୀ ୦୩/୦୮, ନବନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାର ବାଚସ୍ପତିଙ୍କ ନେତୃତ୍ୱରେ ଯାଇଥିବା ୨୪ ଜଣିଆ ବିଧାୟକ ଦଳ । ସୁଚନା ଯୋଗ୍ୟଯେ ଓଡିଶା ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କୁୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନ ସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ତଦନୁଯାୟୀ ଗତକାଲି ଠାରୁ ଦିଲ୍ଲୀ ଯାଇଥିବା ବିଧାୟକ ମାନେ ଆଜି ରାଷ୍ଟ୍ରପତି ଭବନରେ ଶ୍ରୀମତି ମୁର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା