You are currently viewing ‘ପର୍ସନ୍ସ ଅଫ୍ ଦି ଇୟର ୨୦୨୦’
Mandatory Credit: Photo by Matt Baron/Shutterstock (10351651x) Joe Biden and Kamala Harris Second 2020 Democratic Party Presidential Debate, Day 2, Detroit, USA - 31 Jul 2019

‘ପର୍ସନ୍ସ ଅଫ୍ ଦି ଇୟର ୨୦୨୦’

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ପର୍ସନ୍ସ ଅଫ୍ ଦି ଇୟର ୨୦୨୦’ ଭାବରେ ଟାଇମ୍ସ ପତ୍ରିକା ଦ୍ୱାରା ସମ୍ମାନିତ କରାଯାଇଛି । ଆମେରିକୀୟ କାହାଣୀକୁ ପରିବର୍ତ୍ତନ କରିଥିବାରୁ ଜୋ ବିଡେନ ଏବଂ କମଲା ହାରିସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଟାଇମ୍ସର ସମ୍ପାଦକ ଏଡୱାର୍ଡ ଫେଲସାଣ୍ଟାଲ କହିଛନ୍ତି ।
ଫେଲସାଣ୍ଟାଲ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି କୌଣସି ନା କୌଣସି କାରଣରୁ ପର୍ସନ ଅଫ ଦ ଇୟର ରହିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ପର୍ସନ ଅଫ ଦ ଇୟର ପାଇଁ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ।

ଅନ୍ୟମାନଙ୍କୁ ଜଣାନ୍ତୁ।