ନୂଆଦିଲ୍ଲୀ-୧୮.୦୫.୨୦୨୧, ଦେଶରେ ଏବେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି । କିନ୍ତୁ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖାଯାଉଛି । ତେବେ ଓଡିଶାରେ କିଛି ଦିନ ହେବ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ଏନେଇ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, ଓଡିଶାରେ ସଂକ୍ରମଣ କମିନଥିଲେ ମଧ୍ୟ ପଜିଟିଭିଟି ହାର ହ୍ରାସ ପାଉଛି । ଓଡିଶାରେ ବର୍ତ୍ତମାନ ପଜିଟିଭିଟି ହାର ୨୩%କୁ ହ୍ରାସ ପାଇଛି। ଏହା ବ୍ୟତୀତ ଲାକ୍ଷାଦୀପରେ ସର୍ବାଧିକ ପଜିଟିଭିଟି ହାର ୬୪.୭ %,ଗୋଆରେ ୩୭%,ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ୩୧% ପଜିଟିଭିଟି ହାର ରହିଛି । ସାରା ଦେଶରେ ବର୍ତ୍ତମାନ ପଜିଟିଭିଟି ହାର ୧୬.୯% ରହିଛି ।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ସମୁଦାୟ ଜନସଂଖ୍ୟାର ୧.୮%ଲୋକ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ସର୍ବାଧିକ ୧୦.୧% ଲୋକ ସଂକ୍ରମିତ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍