You are currently viewing ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ ।

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ ।

ନୂଆଦିଲ୍ଲୀ ୦୯/୦୬, ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କୁ ବିଧାନସଭାର ବିଧାୟକ ଓ ସଂସଦର ସାଂସଦ ମାନେ ନିର୍ବାଚିତ କରିବେ । ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯିବ ସେ ପ୍ରାର୍ଥୀ ବିଜୟୀ ହେବେ । ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ଭୋଟ ଗ୍ରହଣ ଓ ଜୁଲାଇ ୨୧ରେ ଭୋଟ ଗଣତି ହେବ । ଏହାପରେ ଜୁଲାଇ ୨୫ରେ ଦେଶର ନୂଆ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।