You are currently viewing ଆକର୍ଷଣୀୟ ଢ଼ଙ୍ଗରେ ଫେରିବ ପବଜୀ

ଆକର୍ଷଣୀୟ ଢ଼ଙ୍ଗରେ ଫେରିବ ପବଜୀ

ପୁଣି ନୂଆ ଢ଼ଙ୍ଗରେ, ନୂଆ ରୂପରେ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ ପବଜୀ । କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ରିଲିଜ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ । କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ଯେ ଭାରତରେ ପବ୍ଜୀ ମୋବାଇଲ୍ ଇଣ୍ଡିଆ ନାମରେ ପୁଣି ଥରେ ଏହାକୁ ଲଞ୍ଚ୍ କରାଯିବ। ପବଜୀ ଏକ ଭାରତୀୟ ସହଯୋଗୀ କମ୍ପାନି ପ୍ରତିଷ୍ଠା କରିବ, ଯେଉଁଥିରେ ବିଭିନ୍ନ ଶ୍ରେଣୀରେ ପ୍ରାୟ ୧୦୦ରୁ ଊର୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।