ବିହାର(୨.୨.୨୩) : ନାଳନ୍ଦାର ବିହାର ସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା । ମନୀଷ ନାମକ ଏକ ଛାତ୍ର ପରୀକ୍ଷା ଦେବାକୁ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ । ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକୁଟିଆ ପାଇ ଚେତାଶୂନ୍ୟ ହୋଇପଡିଲେ ଛାତ୍ର । ତୁରନ୍ତ ତାଙ୍କୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ, ଛାତ୍ର ମନୀଷ ଶଙ୍କରର ଇଣ୍ଟର ପରୀକ୍ଷା ସେଣ୍ଟର ବ୍ରିଲିୟନ୍ ସ୍କୁଲରେ ପଡିଥିଲା । ମନୀଷ ପରୀକ୍ଷା ଦେବାକୁ ପହଞ୍ଚିଥିଲା ସତ ହେଲେ ସେଠାରେ ଦ୍ୱିତୀୟ ଛାତ୍ରଙ୍କୁ ଦେଖିବାକୁ ପାଇନଥିଲା । ସେଠାରେ ପାଖାପାଖି ୫୦୦ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ । ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକା ପାଇ ଦ୍ୱନ୍ଦ୍ୱରେ ପଡିଯାଇଥିଲା । କିଛି ସମୟ ପରେ ସଂଜ୍ଞାହୀନ ହୋଇ ପଡିଯାଇଥିଲା ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ