You are currently viewing ଭ୍ୟାକସିନ ନେବାର କିଛି ସମୟ ପରେ ହେଇଗଲେ ବେହୋସ

ଭ୍ୟାକସିନ ନେବାର କିଛି ସମୟ ପରେ ହେଇଗଲେ ବେହୋସ

ଆମେରିକା: କରୋନା ଭ୍ୟାକସିନ ନେବାର କିଛି ସମୟ ପରେ ବେହୋସ ହେଇଗଲେ କରୋନା ଯୋଦ୍ଧା । ଏଭଳି ଏକ ଘଟଣା ଘଟିିଛି ଆମେରିକାରେ । କରୋନା ଯୋଦ୍ଧା ଜଣକ କ୍ୟାମେରା ସମ୍ମୁଖରେ ଭ୍ୟାକସିନ ନେବାର ଅନୁଭୂତି କହୁଥିବା ବେଳେ ହଠାତ ବେହୋସ ହୋଇଯାଇଥିଲେ । ବାହାରିନ ଓ ବ୍ରିଟେନ ପରେ ଫାଇଜର ଟିକାକୁ ଅନୁମତି ଦେବା ପରେ ଆମେରିକାରେ ମଧ୍ୟ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ଏହି କ୍ରମରେ ଆମେରିକାରେ ପ୍ରଥମେ କରୋନା ଯୋଦ୍ଧାକୁ ଟିକା ଦିଆଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।