You are currently viewing

୧. ବିଧାୟକ ବୁଲିଲେ ଚିଲିକା ଓ ଦର୍ଶନ କଲେ ମା’ କାଳିଯାଇଙ୍କ ମନ୍ଦିର ।
୨. କୁସୁପୁର ଗଣହତ୍ୟା ମାମଲା, ୫ଜଣଙ୍କୁ ଏକା ମାରିଥିଲା ଶିବ । କଟକ ଗ୍ରାମାଞ୍ଚଳ ଅତିରିକ୍ତଏସପି ଦେଇଛନ୍ତି ଏହି ସୂଚନା ।
୩. ରାଜ୍ୟସାରା ଗରମ ଅନୁଭୂତ ହେଉଥିବା ବେଳେ ସୋନପୁର ଜିଲ୍ଲା ଉତ୍ତପ୍ତ ସହର ମଧ୍ୟରେ ଏକ ନମ୍ବରରେ ରହିଛି ।
୪. ଘୁଞ୍ଚିଲା ଓଜେଇଇ ଆବେଦନ ତାରିଖ ।
୫.୨୦୨୩ ହକି ବିଶ୍ୱକପ ପାଇଁ ରାଜ୍ୟରେ ଆସି ପହଞ୍ଚିଛି କୋକେନ । ବିଦେଶୀଙ୍କୁ ବିକ୍ରି କରିବା ପାଇଁ ହେଉଥିଲା ମସୁଧା ।
୬. ରାମପୁରର ଏକ ଘରୋଇସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ସଂପର୍କରେ ପୋଷ୍ଟର ଲଗାଇଲେ ମାଓବାଦୀ ।
୭. ରାଜଧାନୀର ନାଲକୋ ଛକରୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।
୮. ଖୋର୍ଦ୍ଧା ନିକଟସ୍ଥ ଟୋଟାପଡା ଛକରେ ଛିଡା ହୋଇଥିବା ବେଳେ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି ମାତ୍ର କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ କରାଯାଇପାରିନାହିଁ ।
୯. ରାୟଗଡାରେ କାଠ ଟ୍ରକରୁ ୨କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ । ୩ ଗିରଫ । ଗଞ୍ଜେଇର ଆନୁମାନିକ ମୂଲ୍ୟ୧୨ ଲକ୍ଷ ଟଙ୍କା ହେବ ।
୧୦.ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଦୁର୍ଘଟଣାରେ ୨ମୃତ ।

ଅନ୍ୟମାନଙ୍କୁ ଜଣାନ୍ତୁ।