You are currently viewing ମେ ୪ ରେ ହେବ ସିବିଏସଇ ପରୀକ୍ଷା

ମେ ୪ ରେ ହେବ ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ: ଘୋଷଣା ହେଲା ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ | ମେ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ବୋର୍ଡ ପରୀକ୍ଷା । ୪ରୁ ଆରମ୍ଭ ହୋଇ ୧୦ ଜୁନ୍‌ ସୁଦ୍ଧା ବୋର୍ଡ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତାପରେ ମାର୍ଚ୍ଚ ୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା ।ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ଘୋଷଣା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି |ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲଙ୍କ ଘୋଷଣା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।