ମୁମ୍ବାଇ(୭.୧୦.୨୨) : ସିଟକୁ ନେଇ ଦେଖିବାକୁ ମିଳିଛି ବିବାଦ । ପରିସ୍ଥିତି ଏମିତି ହୋଇଥିଲା ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ମାଡ ମାରିବାକୁ ପଛାଇ ନଥିଲେ ମହିଳାମାନେ । ଏହି ଘଟଣାଟି ଘଟିଛି ଥାଣେ-ପାନଭେଲ ଲୋକାଲ ଟ୍ରେନ୍ରେ । ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟରେ ବସିବାକୁ ନେଇ ତିନିଜଣ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଘଟଣାଟି ଅଧିକ ଉଗ୍ର ହୋଇଥିଲା ଯେତେବେଳ ଅଧିକ ମହିଳା ଏଥିରେ ସାମିଲ ହୋଇଥିଲେ । ତେବେ ଏହି ଘଟଣା ପରେ ଏବେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ହସ୍ତକ୍ଷପ କରିବା ପାଇଁ ଆସିଥିବା ଜଣେ ପୋଲିସକୁ ମଧ୍ୟ ମହିଳାମାନେ ଛାଡି ନଥିଲେ ମହିଳାମାନେ । କିଛି ମହିଳା ପୋଲିସକୁ ଆକ୍ରମଣ କରିଥିଲେ । ଯେଉଁଥିରେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ୨ ଜଣ ମହିଳାଙ୍କ ମୁଣ୍ଡ ଫାଟି ରକ୍ତ ସ୍ରାବ ହେଉଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ