ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ପାର

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୯୨ ଲକ୍ଷ ୯୮ ହଜାର ୭୪୭, କୋରୋନା ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୨୮ ହଜାର ୭୫୫କୁ ବୃଦ୍ଧି, ଏପର୍ଯ୍ୟନ୍ତ କୋରୋନାରୁ ସୁସ୍ଥ ହେଲେଣି ୭ କୋଟି ୧୩ ଲକ୍ଷ ୫୧ ହଜାର ୦୯୬ଜଣ |

Leave A Reply

Your email address will not be published.