You are currently viewing ନୂଆ ସଂସଦ ଭବନ ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ

ନୂଆ ସଂସଦ ଭବନ ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ, ନୂଆ ସଂସଦ ଭବନ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ଗ୍ରୀନ ସିଗନାଲ ମିଳିଛି । ନିର୍ମାଣ ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ଖାଲି ନୂଆ ସଂସଦ ଭବନ ନୁହେଁ, ତାସହିତ ବିଭିନ୍ନ ସରକାରୀ କୋଠା ମଧ୍ୟ ନିର୍ମାଣ କରାଯିବ । ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହେରିଟେଜ କମିଟିର ଅନୁମତି ଜରୁରୀ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ସୂଚନାଥାଉକି, କିଛିଦିନ ଆଗରୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।