You are currently viewing ୨୦୨୩ ହକି ୱାର୍ଲଡ୍ କପ୍ ପାଇଁ ରାଉରକେଲାରେ ପହଞ୍ଚିଲେ ଟେକ୍ନିକାଲ୍ ଟିମ୍

୨୦୨୩ ହକି ୱାର୍ଲଡ୍ କପ୍ ପାଇଁ ରାଉରକେଲାରେ ପହଞ୍ଚିଲେ ଟେକ୍ନିକାଲ୍ ଟିମ୍

ରାଉରକେଲା- ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ହକି ୱାର୍ଲଡ୍ କପ୍ ପାଇଁ ଆରମ୍ଭ ହୋଇଗଲାଣି କାମ। ଆସନ୍ତା ହକି ବିଶ୍ୱକପ୍ ପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରାଯାଇଛି । ଏଥିପାଇଁ ରାଉରକେଲାରେ ପହଞ୍ଚି କାମର ଅନୁଧ୍ୟାନ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା ।ରାଉରକେଲା ସ୍ଥିତ ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ବାତ୍ରା । FIH ଅଧ୍ୟକ୍ଷଙ୍କ ସମେତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଟିମ୍‌ରେ ସାମିଲ ହୋଇଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ, କ୍ରୀଡା ସଚିବ ବି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି

ଅନ୍ୟମାନଙ୍କୁ ଜଣାନ୍ତୁ।