ଦିଲ୍ଲୀ, ୟୁନାଇଟେଡ ଆରବ ଏମିରେଟସରେ ଡ.ଖାୱାଲା ଅଲ ରୋମେଥି ୩ ଦିନ ୧୪ ଘଣ୍ଟା ୪୬ ମିନିଟ ୪୮ ସେକେଣ୍ଡ, ରେ ୭ ମହାଦେଶ ଏକାକୀ ଭ୍ରମଣ କରି ରେକର୍ଡ କରିଛନ୍ତି । ଯାତ୍ରା ସମୟରେ ରୋମେଥି ସମୁଦାୟ ୨୦୮ ଦେଶ ଭ୍ରମଣ କରିଥିଲେ । ଚଳିତ ବର୍ଷ ଫେବୃୟାରୀ ୧୩ ତାରିଖରେ ସିଡନି, ଅଷ୍ଟ୍ରେଲିଆଠାରେ ତାଙ୍କର ଯାତ୍ରା ଶେଷ ହୋଇଥିଲା ୟୁଏଇର ବିଭିନ୍ନ ଦେଶ ଭ୍ରମଣ କରି ସେମାନଙ୍କ ସଂସ୍କୃତି, ପରମ୍ପରା ବିଷୟରେ ଜାଣିବାକୁ ଇଚ୍ଛା କରି ବିଶ୍ୱ ଭ୍ରମଣ ନିମନ୍ତେ ନିଷ୍ପତ୍ତି ନେଇଥିଲେ ରୋମେଥି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ