ପଞ୍ଜାବ(୧.୪.୨୩) : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅ ସିରତ କୌରମାନଙ୍କୁ ଆମେରିକାରେ ହତ୍ୟା ଧମକ ମିଳିଛି । ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ରହୁଥିବା ମାନଙ୍କ ଝିଅଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଛନ୍ତି । ସିରତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ୱାତୀ ମଲିୱାଲ ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି । ପଞ୍ଜାବରେ ଅମୃତପାଲ ସିଂହକୁ ଧରିବା ପାଇଁ ପୁଲିସ ଅପରେସନ ଜାରି ରଖିଥିବା ବେଳେ ଏହି ସମୟରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ଆନ୍ଦୋଳନ କରିଛନ୍ତି । ସିରତ କୌର ମାନ ହେଉଛନ୍ତି ଭଗୱନ୍ତ ମାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ