ତିନିଜଣ ପ୍ରଶାସନିକ ଅଧିକାରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ନିଯୁକ୍ତି

ନୂଆଦିଲ୍ଲୀ, ୧୯୮୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ପ୍ରସାଦ ସିଂ କେନ୍ଦ୍ର ବୟନ ସଚିବ ଭାବେ ନିଯୁକ୍ତ । ୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଜିଭିଭି ଶର୍ମା ନେସନାଲ ଅଥରିଟି, କେମିକାଲ ଓ୍ଵେପନ୍‌ସ କନ୍‌ଭେନ୍‌ସନ୍‌ର ଅଧ୍ୟକ୍ଷ, ୧୯୮୮ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ଏମ୍‌ଏସ୍‌ଏମ୍‌ଇ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର କ୍ୟାବିନେଟ୍‌ର ଆପଏଣ୍ଟମେଣ୍ଟସ୍‌ କମିଟି ପକ୍ଷରୁ ନୂଆ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.