ଆଜି ହେଉଛି ଇଣ୍ଡିଆନ ନ୍ୟାଭି ଡେ ବା ଭାରତୀୟ ନୌସେନା ଦିବସ । ଭାରତୀୟ ନୌସେନା ପୃଥିବୀର ସପ୍ତମ ବୃହତମ ନୌସେନା । ନୌସେନାର ପରାକ୍ରମକୁ ମନେ ପକାଇବା ପାଇଁ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଏ । ନୌସେନାର ଆଜି ୪୫ ତମ ଦିବସ ପାଳନ କରୁଛି ସାରା ଭାରତ । ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଛି । ଆଜିକାର ଦିନରେ ସମୁଦ୍ର ସୀମାରେ ରକ୍ଷା କରୁଥିବା ବେଳେ ବଳିଦାନ ଦେଇଥିବା ବୀରପୁତ୍ରଙ୍କୁ ମନେ ପକାଉଛି ସମଗ୍ର ଦେଶ । ବାହାର ଶତ୍ରୁ ଯେପରି ସମୁଦ୍ର ପଥ ଦେଇ ଭିତରକୁ ନ ଆସିପାରିନ୍ତି ତାହା ନଜର କରିବା ଦାୟିତ୍ୱ ହେଉଛି ନୌସେନାର ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା