ନୂଆଦିଲ୍ଲୀ ୨୯/୦୬,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ ।ଆସନ୍ତା କାଲି ବିଧାନସଭା ର ସ୍ଵତନ୍ତ୍ର ଅଧିବେଶନ ମହାରାଷ୍ଟ୍ର ରାଜ୍ୟପାଳ ଡକାଇ ମୁଖ୍ୟମନ୍ତ୍ରୀ ଠାକରେ ଙ୍କୁ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେଖାଇବାକୁ ନିର୍ଦେଶ ଦେଇଥଲେ,ମାତ୍ର ତା ପୂର୍ବରୁ ସେ ଇସ୍ତଫା ଦେଇଥିବାର ଜଣା ଯାଇଛି ।ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତି ଚଳ ଚଞ୍ଚଳ ହୋଇପଡିଥିବା ବେଳେ ରାଜଭବନ ସମୁଖ ରେ ଜନ ଗହଳି ଲାଗିଥିବା ଜଣା ପଡ଼ିଛି ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା