ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଇସ୍ତଫା

ନୂଆଦିଲ୍ଲୀ ୨୯/୦୬,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ ।ଆସନ୍ତା କାଲି ବିଧାନସଭା ର ସ୍ଵତନ୍ତ୍ର ଅଧିବେଶନ ମହାରାଷ୍ଟ୍ର ରାଜ୍ୟପାଳ ଡକାଇ ମୁଖ୍ୟମନ୍ତ୍ରୀ ଠାକରେ ଙ୍କୁ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେଖାଇବାକୁ ନିର୍ଦେଶ ଦେଇଥଲେ,ମାତ୍ର ତା ପୂର୍ବରୁ ସେ ଇସ୍ତଫା ଦେଇଥିବାର ଜଣା ଯାଇଛି ।ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତି ଚଳ ଚଞ୍ଚଳ ହୋଇପଡିଥିବା ବେଳେ ରାଜଭବନ ସମୁଖ ରେ ଜନ ଗହଳି ଲାଗିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

9 − five =