ନୂଆଦିଲ୍ଲୀ (20.4.23): ହ୍ୱାଟ୍ସ ଆପ୍ ଆଣିଛି ନୂଆ ଫିଚର । ଏଣିକି ଗୋଟିଏ କ୍ଲିକରେ ଫେସବୁକରେ ସେୟାର ହୋଇପାରିବ ହ୍ୱାଟ୍ସଆପ୍ ଷ୍ଟାଟସ୍ । ହ୍ୱାଟ୍ସଆପ୍ ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଂଷ୍ଟାଣ୍ଟ ମେସେଜିଂ ଆପ୍ ଅଟେ । ଏହି ଆପ୍ ଜରିଆରେ ଲୋକେ ତାଙ୍କର ସାଙ୍ଗ ସାଥୀ ବନ୍ଧୁଙ୍କ ସହ ଯୋଡି ହୋଇ ରହିବା ସହ ଏହି ଆପ୍ ଦ୍ୱାରା ଅନେକ ଅଫିସ୍ କାମ ମଧ୍ୟ ହୋଇପାରୁଛି । ତେଣୁ ୟୁଜର୍ସଙ୍କୁ ଆଉ ଟିକେ ଭଲ ସର୍ଭିସ୍ ଦେବା ପାଇଁ ଆପ୍ ଡେଭଲପର ନୂଆ ନୂଆ ଫିଚର୍ସ ଅପଡେଟ୍ କରିଥାନ୍ତି । ସେହିପରି ହ୍ୱାଟ୍ସଆପରେ ଏପରି ଏକ ଫିଚର୍ସ ଯୋଡି ହୋଇଛି ଯାହା ସାହାଯ୍ୟରେ ହ୍ୱାଟ୍ସଆପ ଷ୍ଟେଟସକୁ ସିଧାସଳଖ ଫେସବୁକରେ ସେୟାର କରିହେବ ।ମେଟା ହ୍ୱାଟ୍ସଆପ୍ ପ୍ଲାଟଫର୍ମକୁ ଫେସବୁକ୍ ସହ ଯୋଡିବା ଭଳି ଏକ ନୂଆ ଅପସନ୍ ଆଣିଛି । ଏହି ଫିଚର୍ସ ଇଂଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କଲାଭଳି ଅପସନ୍ ଅଟେ । ତେବେ ଆସନ୍ତୁ ଜାଣିବା ଏହା କେମିତି କାମ କରେ
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ