ନୂଆଦିଲ୍ଲୀ, କରୋନା ମହାମାରୀ ଏବେ ସାରା ବିଶ୍ୱରେ ମାଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ଡବ୍ଲୁଏଚ୍ଓ ଅର୍ଥାତ୍ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତର କରୋନା ଲଢ଼େଇ ଶୈଳୀକୁ ବେଶ ପ୍ରଶଂସା କରିଛି । ଭାରତରେ ବ୍ୟବହୃତ ହେଉଥିବା ଆରୋଗ୍ୟ ସେତୁ ଆପ୍ ଯୋଗୁଁ କରୋନା ସଂକ୍ରମଣକୁ ଆୟତ୍ତରେ ରଖାଯାଇଛି ବୋଲି କହିଛନ୍ତି ଡବ୍ଲୁଏଚ୍ଓର ଡାଇରେକ୍ଟର ଜେନେରାଲ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ