ନୂଆଦିଲ୍ଲୀ (୨.୦୧.୨୩) : ନୂଆବର୍ଷ ଅବସରରେ ଗ୍ରାହକ ମାନଙ୍କୁ ନିଜେ ଖାଦ୍ୟ ଡେଲିଭରି କଲେ ଜମାଟୋ ସିଇଓ ଦିପିନ୍ଦର ଗୋୟଲ । ନୂଆବର୍ଷ ପାଇଁ କମ୍ପାନୀର କର୍ମଚାରୀଙ୍କ ଉପରେ ଚାପ ଅଧିକ ଥିବାରୁ, ଅଫିସିଆଲ୍ କାମରୁ ସମୟ କାଢି ନିଜେ ଖାଦ୍ୟ ଡେଲିଭରି କରିଛନ୍ତି ଦିପିନ୍ଦର । ଏହି ସମୟର ଏକ ଫଟୋ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ଜୋମାଟୋ ସିଇଓ । ଲେଖିଛନ୍ତି ଯେ ସେ କିଛି ଅର୍ଡର ଡେଲିଭରି କରିବାକୁ ଯାଉଛି, ପାଖାପାଖି ୧ ଘଣ୍ଟା ପରେ ସେ ଫେରିବେ । ଏହା ସହ ଟ୍ୱିଟରର ବାୟୋ ପରିବର୍ତ୍ତନ କରିବା ସହ ସେ ନିଜକୁ ଜୋମାଟୋର ଡେଲିଭରି ବୟ ବୋଲି କହିଛନ୍ତି ।ତେବେ ଫୁଡ୍ ଡେଲିଭରି କରିବାକୁ ଯିବା ବେଳେ, ଡେଲିଭରି ବୟଙ୍କ ପୋଷାକ ମଧ୍ୟ ପିନ୍ଧିଛନ୍ତି ସିଇଓ ଦିପିନ୍ଦର ଗୋୟଲ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ୩୧ ଡିସେମ୍ବରରେ ୨୦ ଲକ୍ଷରୁ ଅଧିକ ଅର୍ଡର ଡେଲିଭରି କରିଛି ଜୋମାଟୋ ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ